ଅର୍ଥ : ବ୍ୟାକରଣର ଯେଉଁ କାରକଦ୍ୱାରା କର୍ତ୍ତା କୌଣସି କ୍ରିୟାକୁ ସିଦ୍ଧ କରେ
ଉଦାହରଣ :
କରଣ କାରକର ବିଭକ୍ତି ହେଉଛି ରେ ମୁଁ କଲମରେ ଲେଖୁଛି-ଏଥିରେ କଲମ ହେଉଛି କରଣ
ସମକକ୍ଷ :
କରଣ
ଅନ୍ୟ ଭାଷାରେ ଅନୁବାଦ :
व्याकरण में वह कारक जिसके द्वारा कर्त्ता कोई क्रिया सिद्ध करता है।
करण की विभक्ति से है।
मैं कलम से लिखती हूँ में कलम करण है।
करण,
करण कारक