ଅର୍ଥ : ଜଳ ଓ ସ୍ଥଳ ଉଭୟରେ ରହିପାରୁଥିବା ମେରୁଦଣ୍ଡୀ ପ୍ରାଣୀ
ଉଦାହରଣ :
ବେଙ୍ଗ ଗୋଟିଏ ଉଭୟଚର ପ୍ରାଣୀ
ସମକକ୍ଷ : ଜଳ ଓ ସ୍ଥଳଚର
ଅନ୍ୟ ଭାଷାରେ ଅନୁବାଦ :
Cold-blooded vertebrate typically living on land but breeding in water. Aquatic larvae undergo metamorphosis into adult form.
amphibianଅର୍ଥ : ଯେ ଜଳ ଏବଂ ସ୍ଥଳ ଉଭୟ ସ୍ଥାନରେ ରହିପାରେ
ଉଦାହରଣ :
ବେଙ୍ଗ ଏକ ଉଭୟଚର ପ୍ରାଣୀ
ଅନ୍ୟ ଭାଷାରେ ଅନୁବାଦ :
Operating or living on land and in water.
Amphibious vehicles.