ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ହିନ୍ଦୁମାନଙ୍କର ଚାରିବର୍ଣ୍ଣ ମଧ୍ୟରୁ ଚତୁର୍ଥ ତଥା ଶେଷ ବର୍ଣ୍ଣର ବ୍ୟକ୍ତି
ଉଦାହରଣ : ଆଜି ବି ଗାଁର କିଛି ଲୋକ ଶୂଦ୍ରମାନଙ୍କୁ ଛୁଇଁବା ପାପ ବୋଲି ଭାବନ୍ତି
ସମକକ୍ଷ : ଅଛୁଆଁ, ଅନ୍ତେବାସୀ, ଶୂଦ୍ର
ଅନ୍ୟ ଭାଷାରେ ଅନୁବାଦ :हिन्दी English
हिन्दुओं के चार वर्णों में से चौथे और अंतिम वर्ण का व्यक्ति।
A member of the lowest or worker Hindu caste.
ସଂସ୍ଥାପନ କରନ୍ତୁ