ଅମରକୋଶ ହେଉଛି ଭାରତୀୟ ଭାଷାର ଏକ ଅନନ୍ୟ ଅଭିଧାନ । ଶବ୍ଦଟି ବ୍ୟବହୃତ ହେଉଥିବା ପ୍ରସଙ୍ଗ ଅନୁଯାୟୀ ଅର୍ଥ ଭିନ୍ନ ହୋଇଥାଏ । ଏଠାରେ, ଶବ୍ଦର ବିଭିନ୍ନ ଅର୍ଥ ବାକ୍ୟ ବ୍ୟବହାର, ଉଦାହରଣ ଏବଂ ସମକକ୍ଷ ସହିତ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି ।
ଅମରକୋଶରେ ୫୫,୦୦୦ରୁ ଅଧିକ ଓଡ଼ିଆ ଶବ୍ଦ ଉପଲବ୍ଧ । ଦୟାକରି ସନ୍ଧାନ କରିବାକୁ ଏକ ଶବ୍ଦ ପ୍ରବେଶ କରନ୍ତୁ ।
ଅର୍ଥ : ଶରୀରରେ ଏକ ପ୍ରକାରର ଶିହରଣ ଅନୁଭୂତ ହେବା
ଉଦାହରଣ :
ଥଣ୍ଡାରୁ ତାଙ୍କ ଶରୀର କମ୍ପୁଅଛି
ସମକକ୍ଷ : କମ୍ପିତହେବା, ଥରଥରହେବା, ଥରିବା, ଶିହରୀତହେବା
ଅନ୍ୟ ଭାଷାରେ ଅନୁବାଦ :
शरीर में एक प्रकार की सिहरन महसूस होना।
ठंड के कारण उसका शरीर काँप रहा है।ଅର୍ଥ : ଭୟଆଦି କାରଣରୁ କମ୍ପିବା
ଉଦାହରଣ :
ଉଗ୍ରବାଦୀକୁ ଦେଖି ସୋହନର ଶରୀର କମ୍ପିବାରେ ଲାଗିଲା ନିରୀହ ସାଙ୍ଗର ନିର୍ମମ ହତ୍ୟା ଦେଖି ଛୁଆମାନଙ୍କର ଛାତି ଥରି ଉଠିଲା
ସମକକ୍ଷ : କମ୍ପିତ ହେବା, ଥରି ଉଠିବା, ଥରିବା
ଅନ୍ୟ ଭାଷାରେ ଅନୁବାଦ :
क्रोध, भय आदि के कारण काँपने लगना।
उग्रवादी को देखते ही सोहन का शरीर थरथराने लगा।