ଅର୍ଥ : ସମୁଦ୍ର ମନ୍ଥନ ବେଳେ ସମୁଦ୍ରରୁ ବାହାରିଥିବା ପ୍ରଚଣ୍ଡ ବିଷ
							ଉଦାହରଣ : 
							ବିଶ୍ୱ କଲ୍ୟାଣପାଇଁ ଭଗବାନ ଶଙ୍କର ହଳାହଳକୁ ପିଇ ଗଲେ
							
ସମକକ୍ଷ : କାଳକୂଟ, କାଳକୂଟ ବିଷ, ଗରଳ, ହଳାହଳ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବହୁ ତୀବ୍ର ହୋଇଥିବା ଘାତକ ବିଷ
							ଉଦାହରଣ : 
							ଉଗ୍ର ବିଷ ଖାଇଦେବା କାରଣରୁ ଚିକିତ୍ସକ ବି ତାକୁ ବଞ୍ଚାଇ ପାରିଲେ ନାହିଁ
							
ଅନ୍ୟ ଭାଷାରେ ଅନୁବାଦ :
Any substance that causes injury or illness or death of a living organism.
poison, poisonous substance, toxicant