ଅର୍ଥ : ହଂସ ଭଳି ସୁନ୍ଦର ଗତିରେ ଚାଲିବା ସ୍ତ୍ରୀ ଲୋକ
						 
						 
					
							ଉଦାହରଣ : 
							ମଞ୍ଚ ଉପରେ ଜଣେ ହଂସଗାମିନୀ ନାୟିକା ନିଜର ସୁନ୍ଦର ଠାଣିରେ ଦର୍ଶକ ମାନଙ୍କୁ ଆକୃଷ୍ଟ କରୁଥିଲା
							
					
							ସମକକ୍ଷ : 
							ମରାଳଗମନା, ହଂସଗମନା
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
						
					
					
							
								
								
									
										
												हंस जैसी सुंदर चाल चलनेवाली।
												मंच पर एक हंसगामिनी नायिका अपनी अदाओं से दर्शकों को लुभा रही थी।
														
													हंसगमना, 
हंसगामिनी