ଅର୍ଥ : ଗୋଟିଏ ମାତ୍ରିକ ଛନ୍ଦ
						 
						 
					
							ଉଦାହରଣ : 
							ସିଂହନୀର ପ୍ରଥମ ପାଦରେ ବାର, ଦ୍ୱିତୀୟଟିରେ ଅଠର, ତୃତୀୟଟିରେ କୋଡ଼ିଏ ଏବଂ ଚତୁର୍ଥଟିରେ ବାଇଶଟି ଲେଖାଁଏ ମାତ୍ରା ଥାଏ
							
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
							
						
					
					
							
								
								
									
										
												एक मात्रिक छंद।
												सिंहनी के पहले चरण में बारह, दूसरे में अठारह, तीसरे में बीस और चौथे में बाईस मात्राएँ होती हैं।
														
													सिंहनी