ଅର୍ଥ : ଯେ ସାମନ୍ତବାଦର ସମର୍ଥନକାରୀ
							ଉଦାହରଣ : 
							ସେ ସାମନ୍ତବାଦୀମାନଙ୍କୁ ଭୀଷଣ ଭାବେ ନିନ୍ଦା କଲେ
							
ସମକକ୍ଷ : ସାମନ୍ତବାଦୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସାମନ୍ତବାଦ ସମ୍ବନ୍ଧୀୟ
							ଉଦାହରଣ : 
							ସାମନ୍ତବାଦୀ ଗତିବିଧିଗୁଡ଼ିକ ଉପରେ ଅଙ୍କୁଶ ଲଗାଇବା ଆବଶ୍ୟକ
							
ସମକକ୍ଷ : ସାମନ୍ତବାଦୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସାମନ୍ତବାଦର ସପକ୍ଷବାଦୀ
							ଉଦାହରଣ : 
							ସେ ଜଣେ ପକ୍କା ସାମନ୍ତବାଦୀ
							
ସମକକ୍ଷ : ସାମନ୍ତବାଦୀ
ଅନ୍ୟ ଭାଷାରେ ଅନୁବାଦ :