ଅର୍ଥ : ସାବଧାନ ବା ହୁସିଆର କରିବା
							ଉଦାହରଣ : 
							ମାଆ ବାପା ପିଲାମାନଙ୍କୁ ଭୁଲ୍ ନକରିବପାଇଁ ସଦାବେଳେ ଚେତେଇଥାନ୍ତି
							
ସମକକ୍ଷ : ଚେତେଇବା, ସାବଧାନ କରିବା
ଅନ୍ୟ ଭାଷାରେ ଅନୁବାଦ :
सावधान या होशियार करना।
माँ-बाप बच्चों को गलतियाँ न करने के लिए हमेशा चेताते हैं।Notify of danger, potential harm, or risk.
The director warned him that he might be fired.ଅର୍ଥ : ଚେତା ଫେରେଇ ଆଣିବା
							ଉଦାହରଣ : 
							ହୃଦୟ ଗତି ବନ୍ଦ ହେବାରୁ ବେହୋସ ହୋଇଥିବା ଲୋକର ଛାତି ଉପରେ ସେ ଚାପ ପକେଇ ତାକୁ ଜଗେଇଲେ
							
ସମକକ୍ଷ : ଜଗେଇବା
ଅନ୍ୟ ଭାଷାରେ ଅନୁବାଦ :