ଅର୍ଥ : ମାର୍ଗଶୀରମାସ କୃଷ୍ଣ ପକ୍ଷର ଏକାଦଶୀ
							ଉଦାହରଣ : 
							ଶ୍ୟାମର ଜନ୍ମ ଶୟନବୋଧିନୀ ଏକାଦଶୀରେ ହୋଇଥିଲା
							
ସମକକ୍ଷ : ମାର୍ଗଶୀର-କୃଷ୍ଣ ଏକାଦଶୀ, ଶୟନବୋଧିନୀ ଏକାଦଶୀ
ଅନ୍ୟ ଭାଷାରେ ଅନୁବାଦ :
अगहन मास के कृष्ण पक्ष की एकादशी।
श्याम का जन्म शयनबोधिनी एकादशी को हुआ था।