ଅର୍ଥ : ଗାଁ ଗଣ୍ଡାଗୁଡ଼ିକରେ କୌଣସି ଜନ ସମାଜରେ ପରମ୍ପରାଗତଭାବେ ପ୍ରଚଳିତ ସଙ୍ଗୀତ
							ଉଦାହରଣ : 
							ଆଜି ଆମ ଗାଁରେ ଲୋକ ସଙ୍ଗୀତ ଆୟୋଜନ କରାଯାଇଛି
							
ସମକକ୍ଷ : ଲୋକ ସଂଗୀତ
ଅନ୍ୟ ଭାଷାରେ ଅନୁବାଦ :
The traditional and typically anonymous music that is an expression of the life of people in a community.
ethnic music, folk, folk music