ଅର୍ଥ : ଲେପନ କରିବାର ପ୍ରକ୍ରିୟା
							ଉଦାହରଣ : 
							ଶସ୍ୟ ରଖିବାପୂର୍ବରୁ ଖମାର ଲେପନ କରାଯାଏ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପ୍ରଲେପ ଭଳିଆ କୌଣସି ବସ୍ତୁର ସ୍ତର ଲେପନ କରିବା କ୍ରିୟା
							ଉଦାହରଣ : 
							କାନ୍ଥଗୁଡିକର ଲିପା ଶେଷ ହୋଇଯାଇଛି
							
ଅନ୍ୟ ଭାଷାରେ ଅନୁବାଦ :
The work of applying something.
The doctor prescribed a topical application of iodine.