ଅର୍ଥ : ଅନୁପ୍ରାସ ଅଳଙ୍କାରର ଏକ ଭେଦ
							ଉଦାହରଣ : 
							ଲାଟାନୁପ୍ରାସରେ ଶବ୍ଦର ପୁନରୁକ୍ତି ତ ହୁଏ କିନ୍ତୁ ଅନ୍ୱୟରେ ଏପଟ ସେପଟ କଲେ ଅର୍ଥ ବଦଳିଯାଏ
							
ଅର୍ଥ : ଏକ ଶବ୍ଦାଳଙ୍କାର
							ଉଦାହରଣ : 
							ଲାଟାନୁପ୍ରାସରେ ଶବ୍ଦଗୁଡ଼ିକର ପୁନରୁକ୍ତି ହୁଏ କିନ୍ତୁ ଅନ୍ୱୟ ଅଦଳବଦଳ କଲେ ଅର୍ଥ ବଦଳିଯାଏ
							
ଅନ୍ୟ ଭାଷାରେ ଅନୁବାଦ :
एक शब्दालंकार।
लाटानुप्रास में शब्दों की पुनरुक्ति तो होती है पर अन्वय में हेर-फेर करने से अर्थ बदल जाता है।