ଅର୍ଥ : ଲମ୍ବା ଶରୀର ଓ ସରୁଆ ଗୋଡ଼ଥିବା ଏକ ପ୍ରକାର ମଇଁଷି
							ଉଦାହରଣ : 
							ମେହସାନା ମଇଁଷି ବିଶେଷଭାବେ ଗୁଜୁରାଟରେ ଦେଖାଯାଏ
							
ସମକକ୍ଷ : ମେହସାନା
ଅନ୍ୟ ଭାଷାରେ ଅନୁବାଦ :
एक प्रकार की भैंस जिसका शरीर लंबा और पैर पतले होते हैं।
मेहसाना विशेष रूप से गुजरात में पाई जाती है।