ଅର୍ଥ : ବିଦେଶ ବା ଅନ୍ୟ ଜାଗାରୁ କୌଣସି ସମ୍ପର୍କୀୟର ମୃତ୍ୟୁ ହେବାନେଇ ମିଳୁଥିବା ଖବର
							ଉଦାହରଣ : 
							ମଲାଖବର ଶୁଣି ସମଗ୍ର ଘର ଶୋକରେ ଭରିଗଲା
							
ସମକକ୍ଷ : ମଲାଖବର, ମୃତ୍ୟୁ ସଂବାଦ
ଅନ୍ୟ ଭାଷାରେ ଅନୁବାଦ :
परदेश या दूसरी जगह से किसी संबंधी की मृत्यु का आया हुआ समाचार।
सुनावनी सुनकर पूरा घर शोक में डूब गया।