ଅର୍ଥ : ନବବଧୂର ମୁହଁ ଦେଖିଲାପରେ ତାକୁ ଦିଆଯାଉଥିବା ଧନ
							ଉଦାହରଣ : 
							ସେ ନିଜ ବୋହୂକୁ ପାଞ୍ଚଶହ ଟଙ୍କା ମୁହଁଦେଖା ଦେଲେ
							
ସମକକ୍ଷ : ମୁହଁଚାହାଁ
ଅନ୍ୟ ଭାଷାରେ ଅନୁବାଦ :
नई वधू का मुँह देखने के बाद उसे दिया जाने वाला धन।
उसने अपनी बहू को मुँह-दिखाई नहीं दी।ଅର୍ଥ : ଶ୍ୱଶୁର ଘରକୁ ନବବଧୂ ପ୍ରଥମେ ଆସିବାବେଳେ ହେଉଥିବା ଏକ ରୀତି ଯେଉଁଥିରେ ବର ପକ୍ଷର ଲୋକେ ବୋହୂର ମୁହଁ ଦେଖନ୍ତି
							ଉଦାହରଣ : 
							ମୁହଁଦେଖା ସମୟରେ ବୋହୂ ଲାଜେଇ ବସିଥିଲା
							
ସମକକ୍ଷ : ମୁହଁଚାହାଁ
ଅନ୍ୟ ଭାଷାରେ ଅନୁବାଦ :
ससुराल में पहले-पहल नई वधू के आने पर होने वाली एक रस्म जिसमें वर पक्ष के लोग दुल्हन का मुँह देखते हैं।
मुँह-दिखाई के समय दुल्हन शरमा रही थी।