ଅର୍ଥ : ଅଙ୍କଗୁଡ଼ିକର ସ୍ଥାନ ଗଣତିରେ ଏକକସ୍ଥାନରୁ ଗଣିଲେ ବିଂଶ ସ୍ଥାନରେ ଯେଉଁଠି ମହାଶଙ୍ଖରେ ଗୁଣିତ ହେବା ବୋଧ ହୁଏ
							ଉଦାହରଣ : 
							ଏକ ମହାଶଙ୍ଖ ତିନିରେ ମହାଶଙ୍ଖ ସ୍ଥାନରେ ଏକ ଓ ଏକକ ସ୍ଥାନରେ ତିନି ଅଛି
							
ସମକକ୍ଷ : ମହାଶଂଖ
ଅନ୍ୟ ଭାଷାରେ ଅନୁବାଦ :
अंकों के स्थानों की गिनती में इकाई की ओर से गिनने पर बीसवाँ स्थान जिसमें महाशंख गुणित का बोध होता है।
एक महाशंख तीन में एक महाशंख के स्थान पर और तीन इकाई के स्थान पर है।ଅର୍ଥ : ଏକରେ ଉଣେଇଶଟି ଶୂନ ଲଗାଇଲେ ମିଳୁଥିବା ସଂଖ୍ୟା
							ଉଦାହରଣ : 
							ଶହେ ଶଙ୍ଖ ସହିତ ଗୋଟିଏ ମହାଶଙ୍ଖ ସମାନ  ହୁଏ
							
ଅନ୍ୟ ଭାଷାରେ ଅନୁବାଦ :