ଅର୍ଥ : ନିଆଁ ଉପରେ ରଖିବା କାରଣରୁ ବାଷ୍ପ ହେବା
							ଉଦାହରଣ : 
							ଚା ତିଆରି କରିବା ପାଇଁ ଚୂଲିରେ ବସେଇଥିବା ପାଣି ବାଷ୍ପୀଭୂତ ହୋଇଗଲା
							
ସମକକ୍ଷ : ବାଷ୍ପୀଭୂତହେବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ମନୋବେଗ, ଇଚ୍ଛା ଆଦି କମ୍ କରିବା ବା ନଥିଲା ଭଳିଆ
							ଉଦାହରଣ : 
							ବାରମ୍ବାର ଚା ପିଇବା ପରେ ମୋ ଭୋକ ମରିଗଲା
							
ସମକକ୍ଷ : ମରିବା
ଅନ୍ୟ ଭାଷାରେ ଅନୁବାଦ :