ଅର୍ଥ : ବେସନ ଆଣକୁ ଗୋଲ କଣା ଯୁକ୍ତ ଛାଞ୍ଚରେ ଫୁଟନ୍ତା ତେଲରେ ପକାଇ ଛଣା ହୋଇଥିବା ଛୋଟ ଗୋଲ ପୋଲା ଖଣ୍ଡ ଯେଉଁଥିରେ ଲଡୁ, ରାଇତା ଆଦି ତିଆରି କରାଯାଏ
						 
						 
					
							ଉଦାହରଣ : 
							ଲଡୁ ତିଆରି କରିବାପାଇଁ ମାଆ ବୁନ୍ଦିଆ ଛାଣୁଛନ୍ତି
							
					
							ସମକକ୍ଷ : 
							ବୁଂଦି, ବୁଂଦିଆ, ବୁନ୍ଦି
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
						
					
					
							
								
								
									
										
												बेसन के घोल को गोल छेद वाले साँचे से खौलते तेल में डालकर तला हुआ छोटा गोल पोला टुकड़ा जिससे लड्डू, रायता आदि बनाये जाते हैं।
												माँ लड्डू बनाने के लिए बुँदिया तल रही है।
														
													गुलदाना, 
बुँदिया, 
बूँदी, 
बूंदिया, 
बूंदी