ଅର୍ଥ : ରୂପକ ଅଳଙ୍କାରର ଏକ ଭେଦ
							ଉଦାହରଣ : 
							ବିରୁଦ୍ଧରୂପକ ଅଳଙ୍କାରରେ କୁହାଯାଇଥିବା କଥା ଦେଖିବାକୁ ସମ୍ବନ୍ଧବିହୀନ ଭଳି ଜଣାପଡ଼େ
							
ସମକକ୍ଷ : ବିରୁଦ୍ଧରୂପକ ଅଳଙ୍କାର
ଅନ୍ୟ ଭାଷାରେ ଅନୁବାଦ :
रूपक अलंकार का एक भेद।
विरुद्धरूपक में कही हुई बात देखने में असंबद्ध जान पड़ती है।