ଅର୍ଥ : ଏକ ପ୍ରକାରର ସମୁଦ୍ର କୀଟର ଲାଲ ରଙ୍ଗର ଅସ୍ଥି ଯାହାକୁ ରତ୍ନ ମଧ୍ୟରେ ଗଣାଯାଏ
							ଉଦାହରଣ : 
							ପ୍ରବାଳ ଗୋଟିଏ ଦାମିକା ରତ୍ନ
							
ଅନ୍ୟ ଭାଷାରେ ଅନୁବାଦ :
The hard stony skeleton of a Mediterranean coral that has a delicate red or pink color and is used for jewelry.
coral, precious coral, red coral