ଅର୍ଥ : ହଟାଯାଇଥିବା ବା ଦୂର କରାଯାଇଥିବା
							ଉଦାହରଣ : 
							ବଳକା ଭୋଜନକୁ ନେଇ ସେ ଭିତରକୁ ଚାଲିଗଲା
							
ସମକକ୍ଷ : ଛଡ଼ାଯାଇଥିବା, ବର୍ଜିତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ବ୍ୟବହାରରେ ଆସି ନପାରି ବଳି ଯାଇଛି
							ଉଦାହରଣ : 
							ବଳକା ଖାଇବା ଘୋଡ଼େଇକି ରଖିଦିଅ
							
ଅନ୍ୟ ଭାଷାରେ ଅନୁବାଦ :