ଅର୍ଥ : ବ୍ୟର୍ଥ ଶୃଙ୍ଗାର
							ଉଦାହରଣ : 
							ଶୃଙ୍ଗାର ପରେ ଯଦି ସ୍ୱାମୀର ମନ ତୃପ୍ତ ନ ହୁଏ ତାହେଲେ ଏହାକୁ ବନଚନ୍ଦ୍ରିକା କୁହାଯାଏ
							
ସମକକ୍ଷ : ଅରଣ୍ୟଚନ୍ଦ୍ରିକା
ଅନ୍ୟ ଭାଷାରେ ଅନୁବାଦ :
व्यर्थ का बनाव शृंगार।
बनाव शृंगार के बाद भी जब पति का मन न रीझे तब उसे वनचंद्रिका कहते हैं।