ଅର୍ଥ : ଯେଉଁ ପଘାରେ ବାଛୁରି ବନ୍ଧା ଯାଏ
							ଉଦାହରଣ : 
							ବାଛୁରି ଗଳାରେ ବନ୍ଧା ହୋଇଥିବା ବତ୍ସତନ୍ତ୍ରୀକୁ କୃଷକ ଜଣକ ଖୋଲୁଛନ୍ତି
							
ସମକକ୍ଷ : ବତ୍ସତଂତ୍ରୀ, ବାଛୁରି ଦଉଡି
ଅନ୍ୟ ଭାଷାରେ ଅନୁବାଦ :
वह पगहा जिससे बछड़ा बाँधा जाता है।
किसान बछड़े के गले में बँधी वत्सतंत्री को खोल रहा है।