ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେ ଅନ୍ନ ଦିଏ
ଉଦାହରଣ : ଈଶ୍ୱର ସମସ୍ତଙ୍କ ଅନ୍ନଦାତା
ସମକକ୍ଷ : ଅନ୍ନ-ଦାତା, ଅନ୍ନଦାତା, ପାଳନକର୍ତ୍ତା, ପ୍ରତିପାଳକ
ଅନ୍ୟ ଭାଷାରେ ଅନୁବାଦ :हिन्दी
वह जो अन्न दे।
ଅର୍ଥ : ବଢ଼େଇବାବାଲା ବା ଯାହାଦ୍ୱାରା ବୃଦ୍ଧି ହୁଏ
ଉଦାହରଣ : ମହେଶ ସକାଳେ-ସଂଞ୍ଜେ ବଳ ବର୍ଦ୍ଧକ ଔଷଧ ଖାଉଛି
ସମକକ୍ଷ : ବର୍ଦ୍ଧକ, ବୃଦ୍ଧିକାରୀ
बढ़ाने वाला या जिसकी वज़ह से वृद्धि हो।
ସଂସ୍ଥାପନ କରନ୍ତୁ