ଅର୍ଥ : ବିଶେଷକରି ନିୟମିତ ପ୍ରକାଶିତ ହେଉଥିବା ଏକ ବିଶେଷ ପ୍ରକାରର ପୁସ୍ତକ ଯେଉଁଥିରେ କୌଣସି ସୂଚନା, ପରିଚୟ, ଖବର କାହାର ଚିନ୍ତନ କିମ୍ବା ବର୍ଣ୍ଣନା ରହିଥାଏ
							ଉଦାହରଣ : 
							ସେ ପତ୍ରିକା ପଢ଼ିବାକୁ ପସନ୍ଦ କରେ
							
ସମକକ୍ଷ : ମାଗାଜିନ୍
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ କାଗଜଆଦି ଉପରେ କାହାପାଇଁ କିଛି ସମାଚାର ବା ବିବରଣ ଇତ୍ୟାଦି ଲେଖାଯାଇଥାଏ
							ଉଦାହରଣ : 
							ବନ୍ଦନା ପରଦେଶରେ ରହୁଥିବା ନିଜ ଭାଇକୁ ସବୁବେଳେ ଚିଠିଲେଖେ  ମନ୍ତ୍ରୀ ରାଜଦରବାରରେ ଦୂତଦ୍ୱାରା ଅଣାଯାଇଥିବା ଚିଠି ପଢ଼ିଲେ
							
ଅନ୍ୟ ଭାଷାରେ ଅନୁବାଦ :