ଅର୍ଥ : ଚୈତ୍ର ଶୁକ୍ଳ ପ୍ରତିପଦରୁ ନବମୀ ପର୍ଯ୍ୟନ୍ତ ନଅଦିନ ଯେବେ ନବଦୁର୍ଗାଙ୍କ ବ୍ରତ ଓ ପୂଜା ହୁଏ
							ଉଦାହରଣ : 
							ଭିଣୋଇ ପ୍ରତିବର୍ଷ ନବରାତ୍ରିରେ ବ୍ରତ କରନ୍ତି
							
ସମକକ୍ଷ : ନବରାତ୍ରି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଆଶ୍ୱିନ ବା ଅଶିଣ ମାସର ଶୁକ୍ଳ ପକ୍ଷର ପ୍ରଥମ ନ ଦିନ
							ଉଦାହରଣ : 
							ନବରାତ୍ରରେ ଦୁର୍ଗାଙ୍କୁ ନଅ ରୂପରେ ପୂଜା କରାଯାଏ
							
ସମକକ୍ଷ : ନବରାତ୍ରି
ଅନ୍ୟ ଭାଷାରେ ଅନୁବାଦ :