ଅର୍ଥ : ଚା'ପତି ରଖିବାପାଇଁ ଚମଡ଼ାରେ ତିଆରି ଏକ ଛୋଟ ଥଳି
							ଉଦାହରଣ : 
							ଏହି ଚା'ପତି ଥଳି ଚା'ପତିରେ ଭରି ହୋଇରହିଛି
							
ସମକକ୍ଷ : ଚା'ପତି ଥଳି
ଅନ୍ୟ ଭାଷାରେ ଅନୁବାଦ :
चमड़े का बना एक छोटा थैला जिसमें चाय की पत्तियाँ रखते हैं।
यह दूमा चाय की पत्तियों से भरा हुआ है।