ଅର୍ଥ : ଘିଅରେ ଭଜା ହୋଇଥିବା ଲୁଣମିଶା ଡାଲି ବା ତା ସହିତ ମିଶ୍ରିତ ହୋଇଥିବା ଅନ୍ୟ କିଛି ପଦାର୍ଥ
						 
						 
					
							ଉଦାହରଣ : 
							ଶ୍ୟାମ ଚା ଓ ଜଳଖିଆ ସହିତ ଡାଲିମୋଠ ମଧ୍ୟ ଖାଉଛି
							
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
						
					
					
							
								
								
									
										
												घी आदि में तली हुई नमक मिश्रित दाल या उसके साथ मिले हुए कुछ और पदार्थ।
												श्याम चाय पीने के साथ-साथ दालमोठ भी खाता जा रहा था।
														
													दालमोठ