ଅର୍ଥ : ଡାକରେ ଚିଠି ବା କୌଣସି ବସ୍ତୁ ପଠାଇବାରେ ହେଉଥିବା ଖର୍ଚ୍ଚ
						 
						 
					
							ଉଦାହରଣ : 
							ଏହି ଜିନିଷ ପଠାଇବାପାଇଁ ଶହେଟଙ୍କା ଡାକଖର୍ଚ୍ଚ ଲାଗିବ
							
					
							ସମକକ୍ଷ : 
							ଡାକଖର୍ଚ୍ଚ, ଡାକମାସୁଲ
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
						
					
					
							
								
								
									
										
												डाक से कोई पत्र या वस्तु भेजने पर होनेवाला व्यय।
												इस वस्तु को भेजने के लिए सौ रूपये डाक-व्यय लगेगा।
														
													डाक खर्च, 
डाक व्यय, 
डाक-व्यय