ଅର୍ଥ : ମୋଗଲ ସମୟରେ ଲାଗୁକରାଯାଇଥିବା ଏକ ପ୍ରକାରର ଖଜଣା
							ଉଦାହରଣ : 
							ମୁସଲମାନଙ୍କୁ ଛାଡ଼ି ଅନ୍ୟ ସମସ୍ତ ଧର୍ମାବଲମ୍ବୀଙ୍କୁ ଜିଜିୟା କର ଦେବାକୁ ପଡ଼ୁଥିଲା
							
ସମକକ୍ଷ : ଜିଜିୟା କର
ଅନ୍ୟ ଭାଷାରେ ଅନୁବାଦ :
Charge against a citizen's person or property or activity for the support of government.
revenue enhancement, tax, taxation