ଅର୍ଥ : କୌଣସି ଜିନିଷ ଉପରେ ଚୁର୍ଣ୍ଣଆଦି ଛିଞ୍ଚିବା
							ଉଦାହରଣ : 
							ଚିକିତ୍ସକ ଘାଆ ଉପରେ ଔଷଧ ଛିଞ୍ଚୁଛନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏପାଖ ସେପାଖ ଖେଳେଇବା
							ଉଦାହରଣ : 
							ଶିକାରୀ ଗଛ ତଳେ ଦାନା ବୁଣିଲେ
							
ସମକକ୍ଷ : ଖେଳେଇବା, ବିକୀର୍ଣ୍ଣ କରିବା, ବୁଣିବା