ଅର୍ଥ : ମୁଲାଇବା ବା କିଣିବା କାମ
							ଉଦାହରଣ : 
							ମୋତେ କିଛି ଜିନିଷ କିଣିବାର ଅଛି  ଦୁଇଟି କୁର୍ତ୍ତା ଖରିଦ କଲେ ଗୋଟିଏ କୁର୍ତ୍ତା ବିନା ମୂଲ୍ୟରେ ମିଳେ
							
ସମକକ୍ଷ : କିଣା, କିଣାକିଣି, କିଣିବା, ଖରଦି, ଖରିଦ, ଖର୍ଦି
ଅନ୍ୟ ଭାଷାରେ ଅନୁବାଦ :
Searching for or buying goods or services.
Went shopping for a reliable plumber.