ଅର୍ଥ : କୋଙ୍କଣ କ୍ଷେତ୍ର ସହିତ ସମ୍ବନ୍ଧିତ
							ଉଦାହରଣ : 
							ସେ କୋଙ୍କଣୀ ସଂସ୍କୃତି ବିଷୟରେ ଜାଣିବାକୁ ଚାହୁଁଥିଲା
							
ସମକକ୍ଷ : କୋଙ୍କନୀ
ଅର୍ଥ : କୋଙ୍କଣରେ ରହିବା ବ୍ୟକ୍ତ
							ଉଦାହରଣ : 
							କୋଙ୍କଣୀ ମାଛଧରାଳିମାନେ ନିଜ ଦାବି ସରକାରଙ୍କ ସମ୍ମୁଖରେ ଉପସ୍ଥାପିତ କଲେ
							
ସମକକ୍ଷ : କୋଙ୍କନୀ
ଅର୍ଥ : କୋଙ୍କଣୀ ଭାଷାରେ ଲିଖିତ
							ଉଦାହରଣ : 
							ସେ କୋଙ୍କଣୀ ସାହିତ୍ୟର ଜଣାଶୁଣା ଲେଖକ
							
ଅନ୍ୟ ଭାଷାରେ ଅନୁବାଦ :