ଅର୍ଥ : ଲଙ୍କାର ରାଜା ରାବଣର ଭାଇ ଥିବା ଜଣେ ରାକ୍ଷସ
							ଉଦାହରଣ : 
							କୁମ୍ଭକର୍ଣ୍ଣ ଛଅ ମାସ ଶୋଉଥିଲା
							
ସମକକ୍ଷ : କୁଂଭକର୍ଣ୍ଣ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୁମ୍ଭକର୍ଣ୍ଣ ଭଳି
							ଉଦାହରଣ : 
							ମୋହନର କୁମ୍ଭକର୍ଣ୍ଣ ନିଦ କେବେ ଭାଙ୍ଗିବ ଜଣାନାହିଁ
							
ସମକକ୍ଷ : କୁମ୍ଭକର୍ଣ୍ଣୀ
ଅନ୍ୟ ଭାଷାରେ ଅନୁବାଦ :
कुंभकर्ण के जैसा।
मोहन की कुंभकर्णी नींद पता नहीं कब खुलेगी?