ଅର୍ଥ : ଛୋଟ ଘୁଙ୍ଗୁର
							ଉଦାହରଣ : 
							ଅଣ୍ଟାସୂତାରେ ଲାଗିଥିବା ଛୋଟ ଘୁଙ୍ଗୁରଗୁଡ଼ିକ ବାଜୁଛି
							
ସମକକ୍ଷ : ଛୋଟ ଘଣ୍ଟି, ଛୋଟ ଘୁଙ୍ଗୁର
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଛୋଟଛୋଟ ଘୁଙ୍ଗୁର ଲାଗିଥିବା ଏକ ଅଣ୍ଟାସୂତା
							ଉଦାହରଣ : 
							ଶୀଲାର ଅଣ୍ଟାରେ କିଙ୍କିଣୀ ସୁନ୍ଦର ଦିଶୁଛି
							
ସମକକ୍ଷ : କିଂକିଣୀ, ଘୁଙ୍ଗୁର ଲଗା ଅଣ୍ଟାସୂତା
ଅନ୍ୟ ଭାଷାରେ ଅନୁବାଦ :
वह करधनी जिसमें छोटे-छोटे घुँघरू लगे हों।
शीला की कमर में किंकिणी शोभायमान है।