ଅର୍ଥ : ଔଷଧଦ୍ୱାରା ବୃଦ୍ଧ ବା ରୁଗ୍ଣ ଶରୀରକୁ ପୁଣି ତରୁଣ ବା ସ୍ୱସ୍ଥ କରିବାର କ୍ରିୟା
							ଉଦାହରଣ : 
							ମଦନମୋହନ ମାଲବୀୟ ନିଜର କାୟାକଳ୍ପ କରାଇଥିଲେ
							
ଅନ୍ୟ ଭାଷାରେ ଅନୁବାଦ :
The act of restoring to a more youthful condition.
rejuvenationଅର୍ଥ : ଯେଉଁ ପ୍ରକ୍ରିୟାରେ କ୍ଷୟ ହୋଇଥିବା ଶକ୍ତି ପୁନଃ ପ୍ରାପ୍ତ ହୁଏ
							ଉଦାହରଣ : 
							ବର୍ଷା ହେବାମାତ୍ରେ ଶୁଖିଲା ଭୂଇଁ ପୁନର୍ଜୀବନ ପାଏ
							
ସମକକ୍ଷ : ପୁନର୍ଜୀବନ
ଅନ୍ୟ ଭାଷାରେ ଅନୁବାଦ :
The phenomenon of vitality and freshness being restored.
The annual rejuvenation of the landscape.