ଅର୍ଥ : ଅନ୍ୟ କାହାଦ୍ୱାରା କାନ୍ଦିବାକାମ କରାଇବା
							ଉଦାହରଣ : 
							କାହିଁକି ଅନ୍ୟ କାହାଦ୍ୱାରା କନ୍ଦାଉଛ?
							
ସମକକ୍ଷ : କ୍ରନ୍ଦନକରାଇବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅନ୍ୟକୁ କାନ୍ଦିବାରେ ପ୍ରବୃତ୍ତ କରାଇବା
							ଉଦାହରଣ : 
							ସୁମନ ତା ସାନଭାଇକୁ ମାଡ଼ଦେଇ କନ୍ଦାଇଲା
							
ଅନ୍ୟ ଭାଷାରେ ଅନୁବାଦ :