ଅର୍ଥ : ନ୍ୟାୟ ଅନୁସାରେ ବାଦୀର ବାସ୍ତବିକ ବିଷୟସହିତ ଅସଂଗତ କରି କହିବାର ପ୍ରକ୍ରିୟା
							ଉଦାହରଣ : 
							ଅର୍ଥାନ୍ତରନ୍ୟାସ ଶୁଣିଲା ମାତ୍ରେ ନ୍ୟାୟାଧୀଶ ବାଦୀକୁ ଅବଗତ କରାଇଲେ
							
ଅନ୍ୟ ଭାଷାରେ ଅନୁବାଦ :
न्याय के अनुसार वादी की वास्तविक विषय से असंबंद्ध कहने की क्रिया।
अर्थांतरन्यास सुनते ही न्यायाधीश ने वादी को आगाह किया।ଅର୍ଥ : ଗୋଟିଏ ଅର୍ଥାଳଙ୍କାର
							ଉଦାହରଣ : 
							ଅର୍ଥାନ୍ତରନ୍ୟାସରେ ସାଧାରଣ ଗୁଣ ସହ ବିଶେଷ ବା ବିଶେଷ ସହ ସାଧାରଣ ଗୁଣର ସମର୍ଥନ ହୋଇଥାଏ
							
ସମକକ୍ଷ : ଅର୍ଥାଂତରନ୍ୟାସ, ଅର୍ଥାଂତରନ୍ୟାସ ଅଳଂକାର, ଅର୍ଥାନ୍ତରନ୍ୟାସ ଅଳଙ୍କାର
ଅନ୍ୟ ଭାଷାରେ ଅନୁବାଦ :
एक अर्थालंकार।
अर्थांतरन्यास में सामान्य से विशेष या विशेष से सामान्य का समर्थन होता है।