ଅର୍ଥ : ଯାହା ଅଧା ଖୋଲା ଓ ଅଧା ବନ୍ଦ
							ଉଦାହରଣ : 
							ପିଲାଟି ସକାଳୁ ସକାଳୁ ଅଧାମୁଦା ଆଖିରେ ନିଜ ମାଆକୁ ଅନାଇ ରହିଥିଲା
							
ସମକକ୍ଷ : ଅଧାଖୋଲା, ଅର୍ଦ୍ଧମୁକୁଳିତ
ଅନ୍ୟ ଭାଷାରେ ଅନୁବାଦ :
जो आधा खुला और आधा बंद हो।
बच्चा सुबह-सुबह अधमुँदी आँखों से अपनी माँ को निहार रहा था।