ଅର୍ଥ : ଉପନିଷେଦାନୁସାରେ ଯେଉଁ ଦେବତା ଆତ୍ମାକୁ ଏକ ଶରୀରରୁ ଅନ୍ୟ ଶରୀର ମଧ୍ୟରେ ପ୍ରବେଶ କରାଇଥାନ୍ତି
							ଉଦାହରଣ : 
							ସେଠାରେ ଅତିବାହିକମାନଙ୍କର ପୂଜା ହେଉଛି
							
ଅନ୍ୟ ଭାଷାରେ ଅନୁବାଦ :
उपनिषदों के अनुसार वे देवता जो आत्मा को एक शरीर से दूसरे शरीर में पहुँचाते हैं।
वहाँ आतिवाहिकों की पूजा हो रही है।A deity worshipped by the Hindus.
hindu deity