ଅର୍ଥ : ଯେ ଏଭଳି ସ୍ଥିତିରେ ଥାଏ ଯେପରିକି ତାର କୌଣସି ହାନି ହେବ ନାହିଁ
							ଉଦାହରଣ : 
							ଅନ୍ଧାର ହେବା ପୂର୍ବରୁ ଆମେ ସୁରକ୍ଷିତ ସ୍ଥାନରେ ପହଞ୍ଚି ଯାଇଥିଲେ
							
ସମକକ୍ଷ : ନିରାପଦ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହାର ଭଲ ଭାବରେ ରକ୍ଷା କରାଯାଇଥାଏ
							ଉଦାହରଣ : 
							ଆପଣଙ୍କ ପୁଅ ମୋ ପାଖରେ ସୁରକ୍ଷିତ
							
ସମକକ୍ଷ : ସଯତ୍ନରକ୍ଷିତ
ଅନ୍ୟ ଭାଷାରେ ଅନୁବାଦ :
Free from danger or the risk of harm.
A safe trip.