ଅର୍ଥ : ସାଧାରଣ ଶାରୀରିକ ଅବସ୍ଥା ବା କ୍ରିୟାରେ ହେଉଥିବା ଯେଉଁ ପରିବର୍ତ୍ତନ କୌଣସି ରୋଗୀ ଅନୁଭବ କରେ ଓ ଯାହା କୌଣସି ରୋଗର ସୂଚକ ହୋଇଥାଏ
							ଉଦାହରଣ : 
							ରୋଗର ଲକ୍ଷଣ ତ  ଟାଇଫଏଡ୍ ଭଳି ଲାଗୁଛି
							
ସମକକ୍ଷ : ଲକ୍ଷଣ
ଅନ୍ୟ ଭାଷାରେ ଅନୁବାଦ :
(medicine) any sensation or change in bodily function that is experienced by a patient and is associated with a particular disease.
symptom