ଅର୍ଥ : ମେକ୍ସିକୋର ପୂର୍ବରେ ଥିବା ଗୋଟିଏ ଉପସାଗର
							ଉଦାହରଣ : 
							ମେକ୍ସିକୋ ଉପସାଗରରେ ଗଭୀର ଖୋଦନ ପରିଯୋଜନାକୁ ପୁଣି ଆରମ୍ଭ କରିବାକୁ ଅନୁମତି ମିଳି ଯାଇଛି
							
ଅନ୍ୟ ଭାଷାରେ ଅନୁବାଦ :
एक खाड़ी जो मेक्सिको के पूर्व में है।
मेक्सिको की खाड़ी में गहरी खोदाई की परियोजना को फिर से शुरु करने की अनुमति मिल गई है।