ଅର୍ଥ : କିଛି ଖାଦ୍ୟ ପଦାର୍ଥର ପ୍ରତ୍ୟେକ ଛୋଟ ଖଣ୍ଡ
							ଉଦାହରଣ : 
							ସେ ମିଶ୍ରି ଖଣ୍ଡେ ପାଟିରେ ପକେଇ ପାଣି ପିଇଲା
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଜମା ହୋଇଥିବା ଗାଢ଼ା ଜିନିଷର ମୋଟା ସ୍ତର ବା ସମୂହ
							ଉଦାହରଣ : 
							ଦୁର୍ଘଟନା ସ୍ଥଳରେ ସ୍ଥାନେସ୍ଥାନେ ରକ୍ତମୁଣ୍ଡା ଜମି ଯାଇଥିଲା
							
ଅନ୍ୟ ଭାଷାରେ ଅନୁବାଦ :
जमी हुई गाढ़ी चीज़ की मोटी तह या दल।
अधिक हिलाने पर दही का थक्का टूट जाएगा।