ଅର୍ଥ : ରୋଗୀକୁ ସୁସ୍ଥ କରିବା ବା ରୋଗର ଚିକିତ୍ସାକରିବା ବା ରୋଗର ନିରାକରଣପାଇଁ ବିଧିପୂର୍ବକ ତିଆରି ହୋଇଥିବା ଔଷଧସମୂହର ବ୍ୟବହାର
							ଉଦାହରଣ : 
							ନିୟମିତ ଔଷଧ ସେବନ କଲେ ହିଁ ରୋଗ ଭଲ ହୋଇଥାଏ
							
ସମକକ୍ଷ : ଓଷଦ, ଓଷୁଅ, ଔଷଧ, ମେଡିସିନ୍
ଅନ୍ୟ ଭାଷାରେ ଅନୁବାଦ :
(medicine) something that treats or prevents or alleviates the symptoms of disease.
medicament, medication, medicinal drug, medicine