ଅର୍ଥ : ଟଙ୍କାପଇସାଆଦି ବଦଳାଇବା
							ଉଦାହରଣ : 
							ଫଳବାଲା ପାଖରେ ପାଞ୍ଚଶହ ଟଙ୍କିଆ ନୋଟର ଖୁଚୁରା ନଥିଲା ଭାଙ୍ଗିଲାନାହିଁ
							
ସମକକ୍ଷ : ଖୁଚୁରାନଥିବା, ବଦଳାଇବା, ଭାଙ୍ଗିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାନ୍ଥ,ଘର ଆଦି ଅନ୍ୟ କାହାଦ୍ୱାରା ଭଙ୍ଗାଇବା ବା ଧ୍ୱସ୍ତ କରାଇବା
							ଉଦାହରଣ : 
							ଠିକାଦାର ବଡ଼ ଅଟ୍ଟାଳିକା ଗଢ଼ିବାପାଇଁ ଗରିବମାନଙ୍କର ଘରକୁ ଭଙ୍ଗାଇଦେଲା
							
ସମକକ୍ଷ : ଧ୍ୱଂସ କରାଇବା, ଧ୍ୱସ୍ତ କରାଇବା, ନଷ୍ଟ କରାଇବା, ଭଗ୍ନ କରାଇବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବଡ଼ ମୁଦ୍ରା ବା ନୋଟକୁ ସେହି ମୂଲ୍ୟର ଛୋଟଛୋଟ ମୁଦ୍ରା ବା ନୋଟରେ ବଦଳାଇବା
							ଉଦାହରଣ : 
							ରହିମ ରିକ୍ସାଭଡ଼ା ଦେବାପାଇଁ ଶହେ ଟଙ୍କା ଭଙ୍ଗାଇଲା
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଟଙ୍କା,ନୋଟ ଆଦିକୁ ଛୋଟ ମୁଦ୍ରା ବା ଟଙ୍କାରେ ପରିଣତ କରିବା
							ଉଦାହରଣ : 
							ରିକ୍ସାବାଲାକୁ ପଇସା ଦେବାପାଇଁ ସେ ପାଞ୍ଚଶହ ଟଙ୍କିଆ ନୋଟକୁ ଭଙ୍ଗାଇଲା
							
ସମକକ୍ଷ : ଖୁଚୁରାକରାଇବା, ରେଜାକରାଇବା
ଅନ୍ୟ ଭାଷାରେ ଅନୁବାଦ :