ଅର୍ଥ : ବିବିଧ ବନାଇବା ବା ବିବିଧତା ଆଣିବାର କ୍ରିୟା
							ଉଦାହରଣ : 
							ଶିବିରରେ କୃଷକଙ୍କୁ ଫସଲରେ ବିବିଧିକରଣକୁ ଆପଣେଇବାରେ ମିଳୁଥିବା ଲାଭ ବିଷୟରେ ଜଣାଇଦିଆଯାଉଥିଲା
							
ଅନ୍ୟ ଭାଷାରେ ଅନୁବାଦ :
The act of introducing variety (especially in investments or in the variety of goods and services offered).
My broker recommended a greater diversification of my investments.