ଅର୍ଥ : ପୁରାଣରେ ବର୍ଣ୍ଣିତ ଏକ ନାଗ ଯାହାଙ୍କୁ କଶ୍ୟପଙ୍କ ପୁତ୍ର ବୋଲି ବିଚାର କରାଯାଏ
							ଉଦାହରଣ : 
							ଆଠ ନାଗରାଜଙ୍କ ମଧ୍ୟରୁ ବାସୁକି ନାଗଙ୍କୁ ଦ୍ୱିତୀୟ ରୂପେ ବିବେଚନା କରାଯାଏ
							
ସମକକ୍ଷ : ବାସୁକି ନାଗ
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical being