ଅର୍ଥ : ଦଉଡ଼ିର ଏମିତି ଫାଶ ଯାହାଦ୍ୱାରା ଗଳା ଚାପିଦେଲେ ନିଶ୍ୱାସ ବନ୍ଦ୍ ହୋଇଯାଏ ଓ ଲୋକ ମରିଯାଏ
							ଉଦାହରଣ : 
							ଭାରତର ସ୍ୱାଧିନତାପାଇଁ ସର୍ଦାର ଭଗତ ସିଂ ହସି ହସି ନିଜ ଗଳାରେ ଫାସୀ ଝୁଲେଇଲେ
							
ସମକକ୍ଷ : ଫାସି
ଅନ୍ୟ ଭାଷାରେ ଅନୁବାଦ :
A loop formed in a cord or rope by means of a slipknot. It binds tighter as the cord or rope is pulled.
noose, running noose, slip noose